LYRIC

[ad_1]

ଫଟାଇ ଖାଇଲି ବେଲ କୁକିଲ ରେ
ଆହାଃ… ଫଟାଇ ଖାଇଲି ବେଲ କୁକିଲ ରେ

ମହକିଲା କିଆ ଫୁଲ କୁକିଲ ରେ
ଆହାଃ… ମହକିଲା କିଆ ଫୁଲ କୁଲିଲ ରେ

ପର୍ବତ ଫଟାଇ ଯାଉଛି ରେଲ ରେ ଆସୁଛି ରେଲ
ଏ ….ପର୍ବତ ଫଟାଇ ଯାଉଛି ରେଲ ରେ ଆସୁଛି ରେଲ

ସାହେବର୍ କେଡ଼େ ଅକାଲ କୁକିଲ ରେ
ସାହେବର୍ କେଡ଼େ ଅକାଲ କୁକିଲ ରେ

ବଅଗ ଉଡ଼େ ଯୁଲି ଯୁଲି କୁକିିଲ ରେ
ଏ…ବଅଗ ଉଡ଼େ ଯୁଲି ଯୁଲି କୁକିିଲ ରେ

କୁଆଁରି ମନେ ଚହଲି କୁକିିଲ ରେ
ହାଁ…କୁଆଁରି ମନେ ଚହଲି କୁକିିଲ ରେ

ସାଙ୍ଗର ଯୁଲି କି ଦେଖିନି ବୋଲି ରେ ଦେଖିନି ବୋଲି
ସତେ…ସାଙ୍ଗର ଯୁଲି କି ଦେଖିନି ବୋଲି ରେ ଦେଖିନି ବୋଲି

ଚିଠି ଦେଲା ଗଲା କାଲି କୁକିଲ ରେ
ଚିଠି ଦେଲା ଗଲା କାଲି କୁକିଲ ରେ

ଦେଉଲେ ଉଡ଼ିଲା ବାନା କୁକିିଲ ରେ
ହାଏ…ଦେଉଲେ ଉଡ଼ିଲା ବାନା କୁକିିଲ ରେ

ରସିଆ ଦେଇଛି ଚିହ୍ନ କୁକିିଲ ରେ
ହାଏ…ରସିଆ ଦେଇଛି ଚିହ୍ନ କୁକିିଲ ରେ

ବୁଡ଼ିଗଲା ଗୋଟେ କାହାର ବିନା ରେ କାହାର ବିନା
ହମ୍…ବୁଡ଼ିଗଲା ଗୋଟେ କାହାର ବିନା ରେ କାହାର ବିନା

ବିନା ମୋ ସୁନା ଗହନା କୁକିିଲ ରେ
ବିନା ମୋ ସୁନା ଗହନା କୁକିିଲ ରେ

ବାହାଲେ ବୁନିଲି ଧାନ କୁକିିଲ ରେ
ଏମା…ବାହାଲେ ବୁନିଲି ଧାନ କୁକିିଲ ରେ

କାର୍ ଥାନେ ରସିଛି ମନ କୁକିିଲ ରେ
ଏମା…କାର୍ ଥାନେ ରସିଛି ମନ କୁକିିଲ ରେ

ଲୁକି ଲୁକି ଭାଙ୍ଗ ବିଡ଼ିଆ ପାନ ରେ ବିଡ଼ିଆ ପାନ
ସତେ… ଲୁକି ଲୁକି ଭାଙ୍ଗ ବିଡ଼ିଆ ପାନ ରେ ବିଡ଼ିଆ ପାନ

କେଭେ ବଦଲି ଗଲାନ କୁକିିଲ ରେ
କେଭେ ବଦଲି ଗଲାନ କୁକିିଲ ରେ
କେଭେ ବଦଲି ଗଲାନ କୁକିିଲ ରେ
କେଭେ ବଦଲି ଗଲାନ କୁକିିଲ ରେ

::::::::::::::::::: ଧନ୍ୟବାଦ :::::::::::::::::
Lyrics by : Strange Burg
Rechecked by : Sonali Padhi
For Query Contact us at this email:
strangeburg@gmail.com

[ad_2]

  1. Christian

    May 13, 2021 at 3:43 pm

    Thank you so much.

  2. Gabriela

    May 15, 2021 at 8:18 pm

    Excellent lyric.

  3. Michael

    May 16, 2021 at 11:31 am

    Thank you.

  4. Lucas

    May 17, 2021 at 9:07 am

    Thanks!

  5. Charlie

    July 22, 2021 at 9:54 pm

    Thanks!

Your email address will not be published. Required fields are marked *

ADVERTISEMENT